इस जानकारी को छोड़ दें

ନାଟକୀୟ ବାଇବଲ ପଠନ

ନାଟକୀୟ ବାଇବଲ ପଠନରେ ପଢ଼ାଯାଇଥିବା ପଦଗୁଡ଼ିକରେ ରେକଡିଙ୍ଗ୍‌ ଶୁଣନ୍ତୁ, ଯେଉଁଥିରେ କଳ୍ପନା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଆବାଜ୍‌ ଦିଆଯାଇଛି ଏବଂ ପଦଗୁଡ଼ିକୁ ଭଲ ଭାବେ ବୁଝାଇ ଦିଆଯାଇଛି। ଏହି ଅଡିଓ ରେକଡିଙ୍ଗ୍‌କୁ ଡାଉନଲୋଡ୍‌ କରନ୍ତୁ, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାରର ଆବାଜ୍‌ ଏବଂ ପ୍ରାଚୀନ ସମୟର ସଂଗୀତ ଦିଆଯାଇଛି। ଏହାକୁ କାହାଣୀ ଭାବରେ ଉପସ୍ଥାପନା କରାଯାଇଛି। ଏଥିରେ ସାଙ୍କେତିକ ଭାଷାରେ ଭିଡିଓ ମଧ୍ୟ ଅଛି।

ନାଟକୀୟ ବାଇବଲ ପଠନରେ ପଢ଼ାଯାଉଥିବା ପଦଗୁଡ଼ିକ ଆପଣଙ୍କ ଭାଷାରେ ଅଛି କି ନାହିଁ, ତାହା ଜାଣିବା ପାଇଁ ସେହି ଭାଷାକୁ ବାଛନ୍ତୁ ଏବଂ ଖୋଜନ୍ତୁ ଉପରେ କ୍ଲିକ୍‌ କରନ୍ତୁ। ଆପଣ ନାଟକର ଶୀର୍ଷକର କିଛି ଶବ୍ଦ କିମ୍ବା ବାଇବଲ ବହିର ନାମ ଟାଇପ୍‌ କରି ମଧ୍ୟ ତାହା ଖୋଜିପାରିବେ।

 

ଦେଖନ୍ତୁ