୨୦୨୨ ବିଶ୍ୱବ୍ୟାପୀ ଯିହୋବାଙ୍କ ସାକ୍ଷୀମାନଙ୍କର ସେବା ବର୍ଷର ରିପୋର୍ଟ

ଜାଣନ୍ତୁ ଯେ ଯିହୋବାଙ୍କ ସାକ୍ଷୀମାନେ ବିଶ୍ୱବ୍ୟାପୀ ହେଉଥିବା ପ୍ରଚାର କାମରେ ସେପ୍ଟେମ୍ବର ୨୦୨୧ରୁ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ କେତେ ସଫଳତା ପାଇଛନ୍ତି ।

୨୦୨୨ ସର୍ବମୋଟ

ଏହି ବାର୍ଷିକ ରିପୋର୍ଟରୁ ଜଣାପଡ଼େ ଯେ ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ କେତେ କାମ କଲେ ଏବଂ ଏଥିରେ କେତେ ଟଙ୍କା ଖର୍ଚ୍ଚ ହେଲା ।

୨୦୨୨—ଦେଶ ଓ କ୍ଷେତ୍ରଗୁଡ଼ିକର ରିପୋର୍ଟ

ଏଥିରେ ସାକ୍ଷୀମାନଙ୍କର ଓ ବାପ୍ତିସ୍ମପ୍ରାପ୍ତ ବ୍ୟକ୍ତିମାନଙ୍କର ସଂଖ୍ୟା, ସ୍ମାରକର ଉପସ୍ଥିତି ଏବଂ ଆହୁରି ଅନେକ ତଥ୍ୟ ଅଛି ।

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଯିହୋବାଙ୍କ ସାକ୍ଷୀମାନେ ଘର ଘର କାହିଁକି ଯାଆନ୍ତି ?

ଯୀଶୁ ନିଜ ପ୍ରାରମ୍ଭିକ ଶିଷ୍ୟମାନଙ୍କୁ କʼଣ ଆଜ୍ଞା ଦେଇଥିଲେ, ସେବିଷୟରେ ଜାଣନ୍ତୁ ।

କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଭିଡିଓ

ଯିହୋବାଙ୍କ ସାକ୍ଷୀ—ଆମେ କିଏ ଅଟୁ ?

ଅନେକ ଲୋକ ଜାଣିବାକୁ ଚାହାନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ କିଏ। ଅଧିକ ଜାଣିବା ପାଇଁ ସିଧାସଳଖ ଆମଠାରୁ ଜାଣନ୍ତୁ।

ଆମ ବିଷୟରେ

ସାରା ପୃଥିବୀର ଯିହୋବାଙ୍କ ସାକ୍ଷୀମାନେ

ଆମ ଆନ୍ତଃରାଷ୍ଟ୍ରୀୟ ଭ୍ରାତୃଭାବ ବିଷୟରେ ଜାଣନ୍ତୁ।

ଆମ ବିଷୟରେ

ବାଇବଲ ଅଧ୍ୟୟନ କିପରି ହୁଏ ?

ସାରା ପୃଥିବୀରେ ଯିହୋବାଙ୍କ ସାକ୍ଷୀମାନେ ଲୋକଙ୍କୁ ବିନାମୂଲ୍ୟରେ ବାଇବଲ ଅଧ୍ୟୟନ କରାନ୍ତି, ସେଥିପାଇଁ ସେମାନେ ପରିଚିତ । ଏହା କିପରି କରାଯାଏ ଦେଖନ୍ତୁ ।