ଈଶ୍ୱରଙ୍କ ବାଣୀ ଶୁଣ ଓ ଅନନ୍ତ ଜୀବନ ପାଅ

ସୃଷ୍ଟିକର୍ତ୍ତା ଆମକୁ ମାର୍ଗଦର୍ଶନ, ସୁରକ୍ଷା ଓ ଆଶିଷ ଦେବାକୁ ଚାହାନ୍ତି।

ଉପକ୍ରମ

ମାନବଜାତି ପାଇଁ ଈଶ୍ୱରଙ୍କ ପ୍ରେମ ଯୋଗୁଁ ସେ ଆମକୁ ଉତ୍ତମ ଜୀବନ ପାଇବା ପାଇଁ ଶିଖାନ୍ତି।

ଆମେ କିପରି ଈଶ୍ୱରଙ୍କ ବାଣୀ ଶୁଣିବା?

ଆମକୁ ଜାଣିବାକୁ ହେବ ଯେ ଆମେ କʼଣ କରିବା ଉଚିତ୍‌ ଏବଂ କିଏ ଆମକୁ ସାହାଯ୍ୟ କରିପାରିବ।

ସତ୍ୟ ଈଶ୍ୱର କିଏ?

ଆମେ ତାହାଙ୍କ ନାମ ଜାଣିପାରିବା ଏବଂ ତାହାଙ୍କ ମହାନ ଗୁଣଗୁଡ଼ିକ ବିଷୟରେ ଶିଖିପାରିବା।

ପାରାଦୀଶରେ ଜୀବନ କିପରି ଥିଲା?

ବାଇବଲର ପ୍ରାରମ୍ଭିକ ଭାଗ ଏହା ବର୍ଣ୍ଣନା କରେ।

ଜଳପ୍ରଳୟ—କିଏ ଈଶ୍ୱରଙ୍କ କଥା ଶୁଣିଲେ ଓ କିଏ ଶୁଣିଲେ ନାହିଁ?

ଲୋକମାନଙ୍କ ମନୋଭାବରେ କʼଣ ସ୍ପଷ୍ଟ ଜଣା ପଡ଼ୁଥିଲା?

ଜଳପ୍ରଳୟରୁ ଆମେ କʼଣ ଶିଖି ପାରିବା?

ଏହା କେବଳ ପ୍ରାଚୀନ ଯୁଗର ଇତିହାସ ନୁହେଁ।

ଯୀଶୁ କିଏ ଥିଲେ?

ତାହାଙ୍କ ବିଷୟରେ ଜାଣିବା କାହିଁକି ମହତ୍ତ୍ୱପୂର୍ଣ୍ଣ ଅଟେ?

ଯୀଶୁଙ୍କ ମୃତ୍ୟୁ ଆପଣଙ୍କ ପାଇଁ କି ଅର୍ଥ ରଖେ?

ଏହାଯୋଗୁଁ ଅନେକ ମହାନ ଆଶିଷଗୁଡ଼ିକ ସମ୍ଭବ ହୋଇପାରିଛି।

ପାରାଦୀଶ କେବେ ଆସିବ?

ଯେତେବେଳେ ଏହାର ସମୟ ନିକଟତର ହେବ, କʼଣ କʼଣ ଘଟଣା ହେବ, ଏହା ବିଷୟରେ ବାଇବଲରେ ଭବିଷ୍ୟତବାଣୀ କରାଯାଇଛି।

ଈଶ୍ୱରଙ୍କ କଥା ଶୁଣୁଥିବା ଲୋକଙ୍କର କି କି ଆଶିଷ ରହିଛି?

ଏପରି ଆଶିଷ ଯାହା ଆପଣ ହରାଇବାକୁ ଚାହିଁବେ ନାହିଁ।

ଯିହୋବା ଆମ କଥା ଶୁଣନ୍ତି କି?

ଆପଣ କେଉଁ ପ୍ରକାର ବିଷୟରେ ତାହାଙ୍କ ସହିତ କଥା ହୋଇପାରିବେ?

ଆପଣଙ୍କ ପରିବାର କିପରି ସୁଖୀ ପରିବାର ହୋଇପାରିବ?

ପରିବାରର ସୃଷ୍ଟିକର୍ତ୍ତା ସବୁଠାରୁ ଉତ୍ତମ ଉପଦେଶ ଦିଅନ୍ତି।

ଯିହୋବାଙ୍କୁ ଖୁସୀ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ?

ଏପରି କିଛି କାମ ରହିଛି, ଯାହା ସେ ଘୃଣା କରନ୍ତି ଏବଂ ଅନ୍ୟ କିଛି କାମ ରହିଛି, ଯାହା ସେ ଭଲ ପାଆନ୍ତି।

ଆପଣ ଯିହୋବାଙ୍କୁ ନିଜ ବିଶ୍ୱସ୍ତତା କିପରି ଦେଖାଇ ପାରିବେ?

ବିଶ୍ୱସ୍ତ ରହିବାର ଇଚ୍ଛା ଆପଣଙ୍କ ନିଷ୍ପତ୍ତିଗୁଡ଼ିକୁ ପ୍ରଭାବିତ କରିବ।