୨୦୧୮-୨୦୧୯ ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ—ଶାଖା ପ୍ରତିନିଧିଙ୍କ ସହିତ

ଏହି ସର୍କିଟ ସମ୍ମିଳନୀର କାର୍ଯ୍ୟକ୍ରମ ସୂଚୀ ଦେଖନ୍ତୁ । ଏହି ସମ୍ମିଳନୀରେ ଶାଖା ପ୍ରତିନିଧିଙ୍କର ବିଶେଷ ଭାଷଣ ଶୁଣିପାରିବେ ।

ବଳବାନ ହୁଅ!

ବିଶ୍ୱାସରେ ଅଟଳ ରହିବା ପାଇଁ ଆମେ କିପରି ବଳବାନ ହୋଇପାରିବା, ତାହା ଆମକୁ ଏହି କାର୍ଯ୍ୟକ୍ରମ ବୁଝିବାରେ ସାହାଯ୍ୟ କରିବ ।

ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ

ସମ୍ମିଳନୀରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯିବ ।