ଧୈର୍ଯ୍ୟ ଧରନ୍ତୁ ! ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ

ଶନିବାର

ଶନିବାରର କାର୍ଯ୍ୟକ୍ରମ ୧ କରିନ୍ଥୀୟ ୧୩:⁠୪ ପଦ ଉପରେ ଆଧାରିତ, ଯେଉଁଠି ଲେଖାଅଛି, “ପ୍ରେମ ଦୀର୍ଘସହିଷ୍ଣୁ ।”

ରବିବାର

ରବିବାରର କାର୍ଯ୍ୟକ୍ରମ ଯିଶାଇୟ ୩୦:୧୮ ପଦ ଉପରେ ଆଧାରିତ, ଯେଉଁଠି ଲେଖାଅଛି, ‘ଯିହୋବା ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରୁଛନ୍ତି ।’

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଉପସ୍ଥିତ ସମସ୍ତଙ୍କ ପାଇଁ ଜରୁରୀ ସୂଚନା

ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ

ଆମ ବିଷୟରେ

ସୁସମାଚାର ଘୋଷଣା କର ! ୨୦୨୪ର ଅଧିବେଶନରେ ଉପସ୍ଥିତ ହୁଅନ୍ତୁ

ଏହି ବର୍ଷର ଯିହୋବାଙ୍କ ସାକ୍ଷୀମାନଙ୍କର ତିନି ଦିନର ଅଧିବେଶନରେ ଆପଣମାନଙ୍କୁ ସ୍ୱାଗତ ।

ଅଧିବେଶନ

ଆପଣଙ୍କୁ ନିମନ୍ତ୍ରଣ କରୁଛୁ: ୨୦୨୩ ଧୈର୍ଯ୍ୟ ଧରନ୍ତୁ ! ଯିହୋବାଙ୍କ ସାକ୍ଷୀମାନଙ୍କର ଅଧିବେଶନ

ଯିହୋବାଙ୍କ ସାକ୍ଷୀମାନଙ୍କର ଏହି ବର୍ଷର ତିନି ଦିନିଆ ଅଧିବେଶନରେ ଆପଣଙ୍କୁ ନିମନ୍ତ୍ରଣ କରୁଛୁ ।

ଅଧିବେଶନ

ଭିଡିଓ ଡ୍ରାମାର ଏକ ଝଲକ: ନିଜର ସବୁକିଛି ଯିହୋବାଙ୍କ ଉପରେ ଛାଡ଼ି ଦିଅନ୍ତୁ

ଜାଣନ୍ତୁ ଯେ ଯେବେ କୌଣସି ନୂଆ ସମସ୍ୟା ଆସେ, ତେବେ ଯିହୋବାଙ୍କ ଉପରେ ଭରସା ରଖିବାର ଆମ ଉଦ୍ଦେଶ୍ୟ ଆହୁରି ମଜବୁତ୍‌ କିପରି ହୋଇଯାଏ ।